Wednesday, 8 July 2026

ଅସୀମ ନାମରୁ ବାଛି କିଏ ସେ ନାମ ଦେଲା କୃଷ୍ଣ

ଅସୀମ ନାମରୁ ବାଛି କିଏ ସେ ନାମ ଦେଲା କୃଷ୍ଣ ଏଡ଼େ ବାଛି ବାଛିକି କିଏ ସେ ଦେଲା ନାମ ରାମ ପିଞ୍ଜରାବଦ୍ଧ ଆତ୍ମା ଶାରୀ ଲୋ ତୁହି କାହୁଁ ବୁଝିବୁ କମଳା ସେବିତ ପାଦ ସ୍ପର୍ଶ କେଡେ ଯେ ଆରାମ

No comments:

Post a Comment