Wednesday, 8 July 2026

ଭୁଜ ନାହିଁ କେମେତି ଖୋଲୁ କମଳ କଢିକୁ

ଭୁଜ ନାହିଁ କେମେତି ଖୋଲୁ କମଳ କଢିକୁ ପାଦ ନାହିଁ କେମିତି ଛୁଉଁ ପୁଷ୍କରିଣୀର କଇଁ ଆଖିରେ ପତା ନାହିଁ କେମିତି ଆପଣାର କରୁ ଗରୁଡ ପଛରୁ ଆକୁଳେ ଭକ୍ତ ଦେଲେ ଚାହିଁ

No comments:

Post a Comment