Monday, 6 July 2026

ମୋ ସକଳ କର୍ମ ଫଳ ଉନ୍ଦ୍ରିୟ ଛଡାଇ ଭକ୍ଷୁଥିଲେ

ମୋ ସକଳ କର୍ମ ଫଳ ଇନ୍ଦ୍ରିୟ ଛଡାଇ ଭକ୍ଷୁଥିଲେ ହେ ଚକାଡୋଳା ତୁମ୍ଭେ ବସାଇଲ ସେଥିରେ ଭାଗ କାମନା ବାସନା ଶୁନ୍ୟ ସଂସାରରରେ ରହି ହେବନି ହେ ବ୍ରହ୍ମଦାରୁ ଛନ୍ଦା ପାଦରେ କୃପା କର ଅନୁରାଗ

No comments:

Post a Comment