Tuesday, 7 July 2026

ବାଟ ଛାଡ ଆହେ ବନମାଳୀ ଗୋବିନ୍ଦ

ବାଟ ଛାଡ ଆହେ ବନମାଳୀ ଗୋବିନ୍ଦ ଉଛୁର ହୁଏ ଯମୁନାକୁ ଯିବି ଜଳ ଆଣି ଶାଶୁ ସାତ ଫଣା ନଣନ୍ଦ ଉଦର ଜ୍ୱାଳା ଅଞ୍ଚଳ ଧରି ଅଝଟ କରନା ବେଣୁ ପାଣି

No comments:

Post a Comment