Sunday 21 January 2024

ବଣର ସକଳ କୋଳିକୁ ଚାଖି ଚାଖି

ବଣର ସକଳ କୋଳିକୁ ଚାଖି ଚାଖି ଶବରୀ ବାଛି ଭୁଞ୍ଜାଇଲା ମିଠା ମିଠା ବିଷ୍ଣୁଙ୍କ ସବୁ ନାମକୁ ଖୋଜି ଖୋଜି ଶିବଙ୍କୁ ଲାଗିଲା ରାମ ହିଁ ଅଠା ଅଠା

No comments:

Post a Comment