Tuesday 9 January 2024

ପୃଥିବୀ ଘୁରେ ନିଜ ଅକ୍ଷ ଚାରି ପାଖରେ

ପୃଥିବୀ ଘୁରେ ନିଜ ଅକ୍ଷ ଚାରି ପାଖରେ ସୂର୍ଯ୍ୟ ବୁଡ଼ିଲେ ନୀଡ଼କୁ ଲେଉଟେ ପକ୍ଷୀ ଜନମି ଅମର ହୋଇ କେହିବି ରହି ନାହିଁ ଧର୍ମ ଅଛି ବୋଲି ଆଉ କି ଲୋଡ଼ା ସାକ୍ଷୀ

No comments:

Post a Comment