Tuesday 9 January 2024

ଶ୍ରୀଗୀତଗୋବିନ୍ଦ ସଦ୍ୟ ପ୍ରସ୍ଫୁଟିତ ସରୋଜ

ଶ୍ରୀଗୀତଗୋବିନ୍ଦ ସଦ୍ୟ ପ୍ରସ୍ଫୁଟିତ ସରୋଜ ଶ୍ରୀରାଧା ପ୍ରେମରେ ଶ୍ରୀକ୍ଷେତ୍ରର ଭ୍ରମର ବନ୍ଧା ଶ୍ରୀଜୟଦେବ ବ୍ରହ୍ମାନନ୍ଦରେ ସ୍ନାନ କରିଗଲେ ଶ୍ରୀଗୋବିନ୍ଦ ଭୁଞ୍ଜିଗଲେ ପଦ୍ମାବତୀ ହସ୍ତ ରନ୍ଧା

No comments:

Post a Comment