Thursday 18 January 2024

ମୁରଲୀ ମୋହନ ରୂପକୁ ଦେଖିଲେ

ମୁରଲୀ ମୋହନ ରୂପକୁ ଦେଖିଲେ ମୋର ମାଟି ଘଟେ ପଶିଯାଏ ପ୍ରାଣ ସତେ ଅବା ସେ ମୋ ସବୁଠୁ ନିଜର ହେ ଅନ୍ତର୍ଯ୍ୟାମୀ ସତଟି ତୁମେ ଜାଣ

No comments:

Post a Comment