Wednesday 24 January 2024

ଅତରର ତୁଳା କାନରେ ଖୋସି ଯାଉଥିଲେ

ଅତରର ତୁଳା କାନରେ ଖୋସି ଯାଉଥିଲେ ସାଙ୍ଗରେ ଗଲା ଲୋକଙ୍କୁ ବି ତାହାର ବାସ ରାଇ ଦାମୋଦରଙ୍କୁ ହୃଦୟରେ ଚିନ୍ତୁଥିଲେ ଦେହ ମନ ବଚନକୁ ବି ଚନ୍ଦନ ଶୀତଳ ସ୍ପର୍ଶ

No comments:

Post a Comment