Tuesday 2 January 2024

ଆମେ ଥରେ କେବଳ ପଛକୁ ଚାହିଁଲୁ

ଆମେ ଥରେ କେବଳ ପଛକୁ ଚାହିଁଲୁ ଅଧା ଗଢା ହେଲା ମଧୁର ବଂଶୀଧର ଦେହ ମନ ଆତ୍ମା ତିନିହେ ହଜି ଗଲୁ ପୂର୍ଣ୍ଣ ବ୍ରହ୍ମ ଏତେକି ମଧୁର ମନୋହର

No comments:

Post a Comment