Monday 29 January 2024

ମାଳିରେ ତୋ ବଗିଚାରେ ମାଘର ପାହାନ୍ତି ଶୀତ

ମାଳିରେ ତୋ ବଗିଚାରେ ମାଘର ପାହାନ୍ତି ଶୀତ କୋମଳ ସୁକୋମଳ ଫୁଲ ପାଖୁଡା ଯାଆନ୍ତି ଥରି ମାଳିରେ ତୋ ଚାଙ୍ଗୁଡିରେ ନେଇ ଯା ନୀଳକନ୍ଦର ସାରା ରାତି ଅନିନ୍ଦ୍ରାରେ କାଳିଆକୁ ମରୁଛନ୍ତି ଝୁରି

No comments:

Post a Comment