Thursday 4 January 2024

ନିଜକୁ ଭେଟିବା ପାଇଁ ଏ ଦେହ ରଥ

ନିଜକୁ ଭେଟିବା ପାଇଁ ଏ ଦେହ ରଥ ସାଧୁ ସଙ୍ଗରେ ନ ଲାଗେ ପଥ ବାଧା ଜୀବନ ବାଟ ଖରଚ ପାଇଁ ମୁଦ୍ରାଟିଏ ଏକ ପାଖ କୃଷ୍ଣ ଅନ୍ୟ ପାଖଟି ରାଧା

No comments:

Post a Comment