Wednesday 17 January 2024

ଧର୍ମ ଅର୍ଥ କାମ ମୋକ୍ଷରେ ମନକୁ ଥୋଇଲି

ଧର୍ମ ଅର୍ଥ କାମ ମୋକ୍ଷରେ ମନକୁ ଥୋଇଲି ହରି ହେ ମନ ମୋ ପଳେଇ ଆସିଲା ଖସି ଏବେ ଠିଆ ହୋଇଛି ତୋ ଗରୁଡ ପଛରେ ହରି ହେ ଟିକିଏ ହସ ନିଶ୍ଚୟ ରହିବ ବସି

No comments:

Post a Comment