Thursday 18 January 2024

ତୋହାର ଉଦାର ପଣକୁ କିଏ ସରିକି

ତୋହାର ଉଦାର ପଣକୁ କିଏ ସରିକି ଉପମାକୁ ଉଣା ସକଳ ଜନନୀ ସ୍ନେହ ପ୍ରହ୍ଲାଦକୁ ବସାଇଲୁ ନିଜ କୋଳରେ ଦର୍ଶନେ ଦୂର ହୁଏ ସକଳ ଭଵ ଭୟ

No comments:

Post a Comment