Wednesday 24 January 2024

ପଦ୍ମ ଫୁଲରେ ପାଖୁଡା ଗୁଡିକ ଯେତେ ପାଖକୁ ପାଖ

ପଦ୍ମ ଫୁଲରେ ପାଖୁଡା ଗୁଡିକ ଯେତେ ପାଖକୁ ପାଖ ଗୋବିନ୍ଦ ହେ ତାହା ଠାରୁ ବି ତୁମେ ଆହୁରି ନିକଟ ଦର୍ଶନ ଶ୍ରବଣ ମନନ କିର୍ତ୍ତନରେ କି ମନ ଭରୁଅଛି ଗୋବିନ୍ଦ ହେ ପଦ୍ମ ପାଦ ସେବାକୁ ନ କର ଆକଟ

No comments:

Post a Comment