Monday 8 January 2024

ଝାଉଁଳି ପଡିବ ବୋଲି ଚଉଁରା ତୁଳସୀ

ଝାଉଁଳି ପଡିବ ବୋଲିରେ ଚଉଁରା ତୁଳସୀ ପ୍ରିୟ ସହିରେ ବନ୍ଧୁଘରେ ନ ପାରେ ରହି ମୋହନ ମୁରଲୀ ଅଙ୍ଗ ବାସ ବାସି ହେବ ପ୍ରିୟ ସହିରେ କୁଆଡେ ନ ପାରେ ଯାଇ

No comments:

Post a Comment