Thursday 25 January 2024

ମେଘ ତୁ ଯାରେ ଫେରିଯା ଶ୍ୟାମଙ୍କୁ କହିବୁ

ମେଘ ତୁ ଯାରେ ଫେରିଯା ଶ୍ୟାମଙ୍କୁ କହିବୁ ଆଉ ଲୋଡ଼ା ନାହିଁ ମୋହର ବରଷା ପାଣି ଖାଲି କଣ ତାଙ୍କ ଜମି ଚଷି ଚଷି ପ୍ରାଣ ଯିବ ଆଉ ମୁଁ କେବେ ନ ଦେଖିବି ତ୍ରିଭଙ୍ଗ ଠାଣି

No comments:

Post a Comment