Sunday 28 January 2024

ତୋ ମାୟା ପରଦା ଉଠେଇଦେଲୁ କି କରୁଣାମୟୀ

ମାୟା ପରଦା ଉଠେଇଦେଲୁ କି କରୁଣାମୟୀ ଗୋ ସହସ୍ର ଦଳ ପଦ୍ମ ପ୍ରତ୍ୟେକ ପାଖୁଡା ଉତ୍ସବ ମୁଖରିତ ଆଶା ନିରାଶା ଅପେକ୍ଷା ସକଳକୁ ଉପେକ୍ଷା କରିଣ ଅଣୁ ରେଣୁ ପରମାଣୁ ଦିବ୍ୟ ଆନନ୍ଦରେ ନୃତ୍ୟରତ

No comments:

Post a Comment