Monday 15 January 2024

ତୁମେ ମୋର ମୁଁହି ତୁମର

ତୁମେ ମୋର ମୁଁହି ତୁମର ମୁଁହି ତୁମର ତୁମେ ମୋର ଅଥଳ ସାଗରେ ମୁଁ ପୋତ ହେ ହରି ତୁମେ ବତୀ ଘର

No comments:

Post a Comment