Sunday 7 January 2024

ଦେଖିବାକୁ ସିନା କାଳିଆ ସିଏ ଲୋ

ଦେଖିବାକୁ ସିନା କାଳିଆ ସିଏ ଲୋ ତାହାର ଗୁଣକୁ କିଏ ହେବ କି ସରି ଯେତେବେଳେ ଦେଖ ଭକତ ମେଳ ଫାଙ୍କା ହେଲେ ସିନା ଗୁହାରି କରିବି ସାଙ୍ଗରେ ତାକୁ ମରୁଅଛି ଝୁରି ଝୁରି

No comments:

Post a Comment