Wednesday 3 January 2024

ଅଖିଆ ଅପିଆ ଅନିଦ୍ରା ଯାହା ସଞ୍ଚିଥିଲା

ଅଖିଆ ଅପିଆ ଅନିଦ୍ରା ଯାହା ସଞ୍ଚିଥିଲା ସବୁ କୋକେଇ ବାହାରେ ହିଁ ରହିଗଲା ଯେଉଁ ରାମ ବିଜ୍ଞ୍ୟାନ ବିଶ୍ୱାସ ନ କରେ କେବଳ ସେହି ରାମ ନାମଟି ଶୁଭୁଥିଲା

No comments:

Post a Comment