Wednesday 3 January 2024

ଦେହ ଆଉ ମନ ବଡ଼ ଜିଦ କରୁଛନ୍ତି

ଦେହ ଆଉ ମନ ବଡ଼ ଜିଦ କରୁଛନ୍ତି ହରି ହେ ତୁମ୍ଭଙ୍କୁ ଦେଖିବେ ଆଖିରେ ବାସନା ରସନା ନିର୍ଜଳା ଉପବାସରେ ହରି ହେ ତୁମ୍ଭଙ୍କୁ ପାଇବେ ପାଖରେ

No comments:

Post a Comment