Saturday 13 January 2024

ମାଆ ଗୋ ଦଶଭୁଜା ପରମ ବୈଷ୍ଣବୀ ଶିବା

ମାଆ ଗୋ ଦଶଭୁଜା ପରମ ବୈଷ୍ଣବୀ ଶିବା ମାଆ ଗୋ ଗୋଟିଏ ଆଙ୍ଗୁଠି ଦିଅ ବଢ଼େଇ ତାକୁ ଆଶ୍ରୟ କରି ତୋ କୋଳକୁ ଆଉଜିବି ଅଖିଳ ଆଶ୍ରୟା ପଣତେ ଦେବୁ ଘୋଡେଇ

No comments:

Post a Comment