Tuesday 23 January 2024

ପ୍ରାଣ ସଙ୍ଗିନୀରେ ନିଜେ ତୁ ଚାଖିଲେ ଜାଣିବୁ

ପ୍ରାଣ ସଙ୍ଗିନୀରେ ନିଜେ ତୁ ଚାଖିଲେ ଜାଣିବୁ କେତେ ମିଠା କେତେ ମିଠା ହରି ନାମ ସୁଧା ପ୍ରାଣ ସଙ୍ଗିନୀରେ ଯିଏ ଚାଖିଲା ଝୁରି ହେଲା ସେତିକି କେବଳ ସେତିକି କେବଳ ଅସୁବିଧା

No comments:

Post a Comment