Friday 12 January 2024

ନବଧା ଭକ୍ତି ପଦ୍ମରୁ ଗୋଟିଏ କାଢିଲି

ନବଧା ଭକ୍ତି ପଦ୍ମରୁ ଗୋଟିଏ ତୋଳିଲି ତୋର କୃପାରେ ବାତ୍ସଲ୍ୟ ଭାଵ ହେଲା ହିମଗିରି ଅଲିଅଳି ରାଜଜେମା ମା ଗୋ ତୋ ପଣତରେ ଏତେ ସ୍ନେହ ଭରି ଥିଲା

No comments:

Post a Comment