Thursday 18 January 2024

ଚିତ୍ତ ଚୋରଙ୍କ ମୁଁହରେ ମନ୍ଦ ମନ୍ଦ ହସ

କାହା ଲାଗି ତୋ ଶ୍ରୀମୁଖରେ ମଧୁର ମନ୍ଦ ମନ୍ଦ ହସ କାହାକୁ ତୋ ଅଧର ବଂଶୀ ଏତେ ଆତୁରେ ଡାକୁଛି ହରି ହେ ସତରେ ମୁଁହି କି ସେହି ଅଲୋଡ଼ା ଅଭାଗା ଯିଏ ନିଜ ଠିକଣା ଭୁଲି ତାର ପ୍ରାଣ ବନ୍ଧୁଙ୍କୁ ଖୋଜୁଛି

No comments:

Post a Comment