Thursday 4 January 2024

ସଂସାରୀଟିଏ ସଜାଉଥାଏ ତୋର ସଂସାର ହରି ହେ

ସଂସାରୀଟିଏ ସଜାଉଥାଏ ତୋର ସଂସାର ହରି ହେ ବୈଷ୍ଣବଟିଏ ସଜାଉଥାଏ ତୋ ମୋହନ ମୁରଲୀ ରୂପ ତ୍ରିଗୁଣରେ ବନ୍ଧା ହରି ହେ ମୋହର ଗୋଦରା ପାଦ ପୂଣ୍ୟକୁ କୋଡ଼ଇ ଅତି ଅଳପ ମାଡ଼ଇ ଅଧିକ ପାପ

No comments:

Post a Comment