Wednesday 3 January 2024

ଭଉଁରୀରେ କୁଟା କାଠି ଖଣ୍ଡଟିଏ ଭଳି

ଭଉଁରୀରେ କୁଟା କାଠି ଖଣ୍ଡଟିଏ ଭଳି ବୁଡିବା ଉଠିବାରୁ ଜୀବକୁ ନାହିଁ ତ୍ରାହି ଦୋଷ ଗୁଣ ନ ଧରିବୁ ହେ ଗୋବିନ୍ଦ ଥିଲି ଅଛି ସାଙ୍ଗରେ ତୋ ଥିବି ରହି

No comments:

Post a Comment