Tuesday 9 January 2024

ଅତି ନିର୍ଦ୍ଦୟ ଏ କାମ କ୍ରୋଧ ଲୋଭ

ଅତି ନିର୍ଦ୍ଦୟ ଏ କାମ କ୍ରୋଧ ଲୋଭ ମାଆ ତୋ ପାଖକୁ ନ ଦେଲେ ଛାଡି କାଳ ରୋଗ ଫାସରେ ଦେହ କ୍ଷୀଣ ମା ଗୋ ମନ ତୋ ପଦେ ଥାଉ ପଡି

No comments:

Post a Comment