Wednesday, 22 January 2025

ମନ ଲାଖିଲେ କୃଷ୍ଣ ଛନ୍ଦା ପାଦରେ

ମନ ଲାଖିଲେ କୃଷ୍ଣ ଛନ୍ଦା ପାଦରେ ସକଳ ଆକାର ଦିଶଇ ଶ୍ରୀକଳାମୁଖ ହା କୃଷ୍ଣ ହା କୃଷ୍ଣ ପିଣ୍ଡେ ପ୍ରାଣ ଝୁରେ ସକଳ ଅନୁଭବ ଲାଗଇ ମହାସୁଖ

No comments:

Post a Comment