A flower with 4 petals
Thursday, 23 January 2025
ତୁମ୍ଭରି କ୍ଷେତରେ ମୋ ଦିବସ ରଜନୀ ଏକାକାର
ତୁମ୍ଭରି କ୍ଷେତରେ ମୋ ଦିବସ ରଜନୀ ଏକାକାର ଆଶ୍ରିତ ଜନ ମହାବାହୁ କାରୁଣ୍ୟ ବିଗ୍ରହ ଗୋବିନ୍ଦ ତୁମ୍ଭରି ଲୀଳା ସ୍ମରଣରେ ଦିବସ ନିଶି ଏକାକାର ଭକତ ହୃଦଚନ୍ଦନ ମୁଖ କମଳ ଦର୍ଶନ ବ୍ରହ୍ମାନନ୍ଦ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment