A flower with 4 petals
Monday, 20 January 2025
ରାତ୍ରି ଘନ ଅନ୍ଧାରରେ ତୁହି ମାଆ ଶଶୀର ଜୋତ୍ସନା
ରାତ୍ରି ଘନ ଅନ୍ଧାରରେ ତୁହି ମାଆ ଶଶୀର ଜୋତ୍ସନା ମାଆ ଗୋ ଦିବସରେ ତୁହି ସକଳ ଶକ୍ତିର ଆଧାର ଅନ୍ଧର ବାଡ଼ି ମୁକ ବଧିରର ଠାର ପଙ୍ଗୁ ପାଇଁ କାନ୍ଧ ମାଆ ଗୋ ଆକୁଳେ ଡାକେ ମୋତେ ତୁହି ଉଦ୍ଧାର
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment