Tuesday, 28 January 2025

ବୃକ୍ଷ ଡାଳରେ କେତେ ଯେ ଫୁଲ କଢି

ବୃକ୍ଷ ଡାଳରେ କେତେ ଯେ ଫୁଲ କଢି ଗୋଟିଏ ଫୁଟିଲେ ଅନ୍ୟଟି ଝଡି ପଡେ ତୋ ରବି ଶଶୀ ଚକ୍ଷୁରେ କେଡେ କୃପା ଦିନୁଦିନ ଦର୍ଶନ ତୃଷା ଚିତ୍ତରେ ବଢେ

No comments:

Post a Comment