A flower with 4 petals
Thursday, 16 January 2025
ବୋଉର ବାତ୍ସଲ୍ୟ ମମତା ସମ ବିଶାଳ ବକ୍ଷରେ
ବୋଉର ବାତ୍ସଲ୍ୟ ମମତା ସମ ବିଶାଳ ବକ୍ଷରେ ଅଶେଷ ତୁଳସୀ ଦୟଣା ମାଳ ଲମ୍ବିଅଛି ସରି ସରି ପିତାଙ୍କ ଆକଟ ଆଶିଷ ମିଶା ବଡ ଚକାଡ଼ୋଳାରେ ମୋ ସୁଖ ସଂସାର ବଞ୍ଚିଅଛି ଛନ୍ଦାପାଦ ଆଶ୍ରାକରି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment