A flower with 4 petals
Tuesday, 14 January 2025
ମୋ ଅମାନିଆ ମନ ଗୁଡିରେ ଉଡି ଉଡି ଯା ନୀଳାଚଳକୁ
ମୋ ଅମାନିଆ ମନ ଗୁଡିରେ ଉଡି ଉଡି ଯା ନୀଳାଚଳକୁ ନିଳାଚକ୍ରରେ ପତିତପାବନ ସାଙ୍ଗରେ ଫର ଫର ଉଡିବୁ ଝଡ ବତାସ ଆସୁ ଡରିବୁ ନାହିଁ ଶ୍ରୀମନ୍ଦିରକୁ ଆଉଜି ଯିବୁ ରଖ ମହାବାହୁ ରଖ ଦୀନ ନାଥ ବୋଲି ଉଚ୍ଚରେ ରଡ଼ିବୁ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment