Thursday, 30 January 2025

ଇନ୍ଦ୍ରିୟଙ୍କମାନଙ୍କର ଫାସରେ ପଡିଣ ମୁହିଁ ବିକଳ

ଇନ୍ଦ୍ରିୟଙ୍କମାନଙ୍କ ଫାସରେ ପଡିଣ ମୁହିଁଟି ବିକଳ ଯେହ୍ନେ ଉପାୟଶୁନ୍ୟ ବିଚରା ମୂଷିକଟି ଯନ୍ତାରେ ଜାନକୀ ନାଥ ତୋ ପାଦପଙ୍କଜ ଦିନରାତି ସ୍ମରେ ଖୋଲି ଦୃଢ଼ ଫାସ ଶରଣ ଦିଅ ରାବଣ ହନ୍ତାରେ

No comments:

Post a Comment