Monday, 13 January 2025

ହେ ଜନକ ରାଜା ଝିଅ ବର ଅତି କାରୁଣ୍ୟ ରୂପ

ହେ ଜନକ ରାଜା ଝିଅ ବର ଅତି କାରୁଣ୍ୟ ରୂପ ଏହି ଭୟାଳୁ ହୃଦୟ କମଳରେ ପ୍ରଭୁ କର ଘର ହେ ଲକ୍ଷ୍ମଣ ଭାଇ ଆଜାନୁ ବାହୁ କାନ୍ଧରେ ଧନୁ ହେ ପତିତପାବନ ଦୁଷ୍ଟଜନମାନଙ୍କୁ ଭାରି ଡର

No comments:

Post a Comment