A flower with 4 petals
Sunday, 12 January 2025
ନିରାକାର ବ୍ରହ୍ମରୁ ଯେବେଟି ଆକାର ହୋଇଲୁ
ନିରାକାର ବ୍ରହ୍ମରୁ ଯେବେଟି ଆକାର ହୋଇଲୁ ଓଁକାର ଅନନ୍ତ ହେ ଅଧାଗଢା ହୋଇଲୁ କାହିଁକି ହୃଦୟ କମଳ କେଶରରେ ଜପଧ୍ୱନି ଲଗାଇଛି ଗରୁଡ ପଛରେ କୃଷ୍ଣ ଛନ୍ଦା ପାଦ ସ୍ପର୍ଶ ପାଇଁକି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment