A flower with 4 petals
Tuesday, 21 January 2025
ବିଶାଳ ବିଗ୍ରହ ତୁହି ଶ୍ରୀପୁରୁଷୋତ୍ତମ ନୀଳାଦ୍ରୀନାଥ
ହେ ବିଶ୍ୱରୂପ ଶ୍ରୀପୁରୁଷୋତ୍ତମ ନୀଳାଦ୍ରୀନାଥ ବିଶାଳ ବିଗ୍ରହ ହେ ଚକାଡୋଳା କେମିତି ଧରିବି ମୋର ହୃଦୟ କମଳରେ ଜରା ବ୍ୟାଧି ବିକାର ସଦା ଅକାମି କରନ୍ତି ଏହି ମର ଶରୀର ହେ ଜଗତ ମୋହନ ଆକାର ପାଶେଥିବ ବେଳ ଅବେଳରେ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment