Monday, 20 January 2025

ପିଣ୍ଡରେ ପ୍ରାଣ ରଖିବାକୁ ପଶୁ ଭୋଜନ କରେ

ପିଣ୍ଡରେ ପ୍ରାଣ ରଖିବାକୁ ପଶୁ ଭୋଜନ କରେ ମନୁଷ୍ୟ ଭୋଜନ କରାଉଥାଏ ଆପଣା ମନକୁ ମୁଣ୍ଡଟି ଗୁଞ୍ଜିବାକୁ ପଶୁ ଟିକେ ଭୂମି ଲୋଡ଼ୁଥାଏ ମନୁଷ୍ୟ ତୁଳି ତଳ୍ପ ଝୁଲାଉଥାଏ ଆପଣା ତନୁକୁ

No comments:

Post a Comment