Thursday, 30 January 2025

ଅସହାୟ କେହି ରଖ ରଖ

ଅସହାୟ କେହି ରଖ ରଖ ଡାକ ଦେଲେ ଗୋବିନ୍ଦ ହେ ତୁହି କେବେ ନ ପାରୁ ସହି ଅପଲକ ରବି ଚନ୍ଦ୍ର ଚକ୍ଷୁ ଦିବସ ରଜନୀ ଗୋବିନ୍ଦ ହେ ତୋ ଭାବରେ ଗଲି ବହି

No comments:

Post a Comment