Tuesday, 28 January 2025

ରାମ ରାମ ରାମ ନାମ ଜପଟି ଯେତିକି ମଧୁର

ରାମ ରାମ ରାମ ନାମ ଜପଟି ଯେତିକି ମଧୁର ମହାଦେବଙ୍କର ଦୁଇ ଆଖି ପତାକୁ କଲା ଭାରି କୃଷ୍ଣ କୃଷ୍ଣ କୃଷ୍ଣ ନାମ ଜପ ଯେଡ଼େ ବଡ ନୌକା କଉଡ଼ି ଶୁନ୍ୟ ଭକ୍ତ ସୁଦାମା କଲା ଯମୁନା ପାରି

No comments:

Post a Comment