Thursday, 23 January 2025

କୀଟ ପତଙ୍ଗକୁ ବୁଝାଇ ରୂପ ମହୁ ଗନ୍ଧରେ

କୀଟ ପତଙ୍ଗକୁ ବୁଝାଇ ରୂପ ମହୁ ଗନ୍ଧରେ ପୁଷ୍ପ ହୋଇଯାଏ ଗୋବିନ୍ଦ ଗଳାରେ ହାର ଜନ୍ମ ମୄର୍ତ୍ୟୁ ଚକ୍ରରେ ଘୁରି ଘୁରି ଥକିଗଲିଣି ଥରୁଟେ ଶିର ନ ଲଭିଲା ଗୋବିନ୍ଦ ପୟର

No comments:

Post a Comment