Saturday, 25 January 2025

ନୟନକୁ ବୁଜନ୍ତେ ଚକାଡୋଳା ବଂଶୀବଦନ

ନୟନକୁ ବୁଜନ୍ତେ ଚକାଡୋଳା ବଂଶୀବଦନ କର୍ଣ୍ଣକୁ ରୁନ୍ଧନ୍ତେ ଶୁଣାଯାଏ କେବଳ ଓଁକାର ହସ୍ତରେ ବଜାନ୍ତେ ମୃଦଙ୍ଗ କରତାଳ ଝାଞ୍ଜ ଇହ ପରକାଳ ନୃତ୍ୟନ୍ତି ଗୌରାଙ୍ଗ ପ୍ରକାର

No comments:

Post a Comment