Monday, 27 January 2025

ଗୋବିନ୍ଦ ହେ ତୁହି ଯେବେ ହେଉ ଆଖିର ଲୁହ

ଗୋବିନ୍ଦ ହେ ତୁହି ଯେବେ ହେଉ ଆଖିର ଲୁହ ଭସାଇ ନେଉ ବୈଷ୍ଣବ ହୃଦୟର ସକଳ ଦୁଃଖ ଗୋବିନ୍ଦ ହେ ତୁହି ଯେବେ ହେଉ ବାଡ଼ିର ମଲ୍ଲି ମାଳା ଗୁନ୍ଥି ପିନ୍ଧାଇଲେ କେଡେ ସୁଖ ତୋ ମୁଖ

No comments:

Post a Comment