Sunday, 26 January 2025

ତା ନାମ ମଧୁର ଯଶ ମଧୁର ରୂପ ମଧୁର

ତା ନାମ ମଧୁର ଯଶ ମଧୁର ରୂପ ମଧୁର ମଧୁର କରେ ଚଲାପଥଟି ଥିଲେ ବନ୍ଧୁର ବନ୍ଧୁ ମହାନ୍ତିକୁ ଦେଲା ଆପଣା ଭୋଜନ ସେ ଅନନ୍ତ ଅସୀମ ଅମାପ କୃପା ସିନ୍ଧୁର

No comments:

Post a Comment