Monday, 13 January 2025

ଅନ୍ତରେ ରାମ ବାହାରେ ରାମ ଭକ୍ତ ହୃଦ ଚନ୍ଦନ ରାମ

ଅନ୍ତରେ ରାମ ବାହାରେ ରାମ ଭକ୍ତ ହୃଦ ଚନ୍ଦନ ରାମ ଏଣେ ତେଣେ ଯେଣେ ଚାହେଁ କେବଳ ରାମ ହିଁ ରାମ ସନ୍ଥ ପାଳନ ଦୁଷ୍ଟ ବିନାଶନ ପରମ ପାବନ ରାମାୟଣ ମୁନୀ ଚିତ୍ତଚୋରା ରୂପ ରାଜୀବ ଲୋଚନ ମନୋରମ

No comments:

Post a Comment