Sunday, 26 January 2025

ଆତ୍ମାକୁ ଚିହ୍ନୁଥିଲେ ସ୍ଵୟମ ଧରା ଦେଉ

ଆତ୍ମାକୁ ଚିହ୍ନୁଥିଲେ ସ୍ଵୟମ ଧରା ଦେଉ ହୃଦୟ ନିର୍ମଳ ଥିଲେ ଆପଣେ ବସିଯାଉ ସର୍ବଭୂତରେ ଶ୍ରୀଗୋବିନ୍ଦଙ୍କୁ ଦେଖୁଥିଲେ ଭକ୍ତର ଅଗଣାକୁ ବୈକୁଣ୍ଠ ସମ ମଣିଥାଉ

No comments:

Post a Comment