Thursday, 23 January 2025

ତୋହର ଦେହ ଅଧାଗଢା ଶରୀର ଆନନ୍ଦ ଘନ

ତୋହର ଦେହ ଅଧାଗଢା ଶରୀର ଆନନ୍ଦ ଘନ ମୋ ହୃଦରେ ସୃଷ୍ଟିକରେ ସ୍ପର୍ଶ କରିବାକୁ ଲୋଭ ତୋହର ସ୍ଵଲୀଳାରେ ବର୍ଷି ଯାଆନ୍ତୁକି ଅସଳାଏ ପ୍ରାଣ ଭିଜନ୍ତା ତୃଷା ବୁଝନ୍ତା ଦୂର ହୁଅନ୍ତା ଅଭାବ

No comments:

Post a Comment