A flower with 4 petals
Wednesday, 22 January 2025
ମନ ଲାଖିଗଲେ କୃଷ୍ଣ ଛନ୍ଦାପାଦରେ
ମନ ଲାଖିଗଲେ କୃଷ୍ଣ ଛନ୍ଦାପାଦରେ ସକଳ ଆକାର ଦିଶଇ କଳାଶ୍ରୀମୁଖ ହା କୃଷ୍ଣ ହା କୃଷ୍ଣ ବୋଲି ପ୍ରାଣ ଝୁରେ ଲାଭ କ୍ଷତି ଉଭୟ ଲାଗଇ ମହାସୁଖ 🙏💐💐💐🙏
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment